ସମାଜ ଲାଇଭ୍ ଡେସ୍କ : ବିହାର ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନର ମତଦାନ ଚାଲିଛି । ଦିନ ୧୧ଟା ସୁଦ୍ଧା ୩୧.୩୮% ମତଦାନ ହୋଇଥିବା ସୂଚନା ରହିଛି । କିସନଗଞ୍ଜ ଜିଲାରେ ସର୍ବାଧିକ ୩୪.୭୪% ଓ ଗୟାରେ ଦ୍ଵିତୀୟ ସର୍ବାଧିକ ୩୪.୦୭% ମତଦାନ ହୋଇଛି । ଆର୍ଜେଡ଼ିର ଅଭିଯୋଗ କ୍ରମେ ମୋତିହାରୀ ଜିଲାରେ ଜଣେ ବ୍ୟକ୍ତି ବିଜେପି ଚିହ୍ନ ପ୍ରଦର୍ଶନ କରି ଗିରଫ ହୋଇଛି ।
Popular Categories



