ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱର ବଡଗଡ ଅଞ୍ଚଳରେ ଜଣେ ନାବାଳିକାକୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ନାବାଳିକାକୁ ଶିଶୁ ଶ୍ରମିକ ଭାବେ କାମ କରାଯାଉଥିବା ହୋଇଛି । ବିଜେବି ନଗର ଲେନ ନଂ ୬ରେ ଥିବା ଏକ ଆପାର୍ଟମେଣ୍ଟରେ ଖବର ପାଇ ପୁଲିସ ଟିମ୍ ଚଢାଉ କରିଛି । ପୁଲିସ ଉପସ୍ଥିତିରେ ଏକ ସମାଜ ମଙ୍ଗଳ ସଂଗଠନ ଚଢାଉ କରିଥିବା ସୂଚନା ମିଳିଛି ।
Popular Categories



