ଭଦ୍ରକ : ଭଦ୍ରକ ଜିଲା ବଉଳ ପୋଖରୀ ଅଞ୍ଚଳରୁ କେନ୍ଦ୍ରାଞ୍ଚଳ ଗୋଇନ୍ଦା ଅଵକାରୀ ବିଭାଗ ଗୁରୁବାର ୨୪ ଗ୍ରାମ ବ୍ରାଉନସୁଗର ଜଵତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି। ମହିଳା ଜଣକ ହେଲେ କଲ୍ୟାଣୀ ମଲ୍ଲିକ।
ସୂଚନା ଅନିଯାୟୀ, ଏହି ମହିଳା ଜଣଙ୍କ ଦୀର୍ଘଦିନ ଧରି ବ୍ରାଉନସୁଗାର ଵେପାର କରି ଆସୁଥିଲେ। କେନ୍ଦ୍ରାଞ୍ଚଳ ଗୋଇନ୍ଦା ଅଵକାରୀ କୌଣସି ସୂତ୍ରରୁ ଖବର ପାଇ ଏହି ମହିଳାଙ୍କୁ ଗିରଫ କରିବା ସହ ଵ୍ରାଉନ ସୁଗର ଜଵତ କରିଛି।



