www.samajalive.in
Sunday, December 7, 2025
23.1 C
Bhubaneswar

ମାଟିରେ ମିଶିଲା ବରୁଣେଇ ସଙ୍ଗୀତ ବିଦ୍ୟାଳୟ

ସମାଜ ଡିଜିଟାଲ ଡେସ୍କ: ମାଟିରେ ମିଶିଲା ବରୁଣେଇ ସଙ୍ଗୀତ ବିଦ୍ୟାଳୟ। ଏହି କୋଠାକୁ ବିନା କୌଣସି କାରଣରେ ଗୁରୁବାର ଭାଙ୍ଗି ଦିଆଯାଇଛି। କାହିଁକି ଭାଙ୍ଗିଗଲା, ଏ ସଂକ୍ରାନ୍ତରେ ପ୍ରଶ୍ନ କଲେ ପୌର ନିର୍ବାହୀ ଅଧିକାରୀ ନୀରବ।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲାରେ କଳା ସଂସ୍କୃତିର ବିକାଶ ପାଇଁ ୧୯୯୦ ମସିହାରେ ଗଠନ ହୋଇଥିଲା ବରୁଣେଇ ସଙ୍ଗୀତ ବିଦ୍ୟାଳୟ। ୧୯୯୬ ମସିହାରେ ଏହା ଖୋର୍ଦ୍ଧା ପୌର ପରିଷଦ ଅଧିନକୁ ଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories