ଜଳେଶ୍ବର : କୁକୁଡା ଖେଳ ଚାଲିଥିବା ବେଳେ ପୁଲିସ ଚଢାଉ କରିଥିଲେ। ଏହି ଘଟଣାରେ ପୁଲିସ ୬ଜଣଙ୍କୁ ଗିରଫ କରିଛି। ଏହାର ପ୍ରତିବାଦରେ ଗ୍ରାମ ଲୋକେ ପୁଲିସ ଭ୍ୟାନ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଛି। ଏପରି ଘଟଣା ରୁପସା ଜାମୁଡିହି ଗ୍ରାମରେ ଘଟିଛି। ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଛି।
Popular Categories



