www.samajalive.in
Monday, December 8, 2025
17.1 C
Bhubaneswar

୪୫ଲିଟର ମଦ ସହିତ ୨ ଗିରଫ

ଆଠଗଡ: ଆଠଗଡ ପୁଲିସ ପକ୍ଷରୁ ଗତ ୨ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୪୫ଲିଟର ମଦ ସହିତ ୨ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ନିର୍ଦ୍ଦେଶକ୍ରମେ ଉପନିରୀକ୍ଷକ ଶକୁନ୍ତଳା ଦାସ ରବିବାର ଏନଏସିର ୧୧ନଂ ୱାର୍ଡ ଅନ୍ତର୍ଗତ ବଢେଇତୋଟାରେ ଚଢାଉ କରି ବିନୋଦ ନାଏକଠାରୁ ୨୦ଲିଟର ଦେଶୀମଦ ଜବତ କରିବା ସହ ତାକୁ ଗିରଫ କରିଥିଲେ। ସେହିପରି ସୋମବାର ଧାଇପୁର ପଞ୍ଚାୟତ ଅନ୍ତର୍ଗତ ଗଦାଧରପୁର ଗ୍ରାମ ନିକଟରେ ବେଣ୍ଟପଦା ରାସ୍ତାରେ ଏକ ଆକ୍ଟିଭା ସ୍କୁଟିରେ ୨୫ଲିଟର ମଦ ଚାଲାଣ କରୁଥିବା ଚନ୍ଦନ ସ୍ୱାଇଁଙ୍କୁ ମଦ ସହିତ ଗରିଫ କରିବା ସଙ୍ଗେ ସଙ୍ଗେ ସ୍କୁଟିଟିକୁ ଜବତ କରିଥିଲେ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories