ପୁରୀ: କେନ୍ଦ୍ରାପଡାର ଗ୍ରାମ୍ୟ ରାସ୍ତା ନିର୍ମାଣ ସହକାରୀ ଯନ୍ତ୍ରୀ ମୁରାରିମୋହନ ଜେନାଙ୍କୁ ପୁରୀରୁ ଅପହରଣ ଅଭିଯୋଗ ହୋଇଛି। ମୁରାରିମୋହନ ଗତ ୩ ଦିନ ହେବ ପୁରୀରୁ ଅପହରଣ ହୋଇଥିବା ତାଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ଜେନା ପୁରୀ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ନପୂର୍ଣ୍ଣାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଚଳାଇଥିବା ବେଳେ ଜଣେ ଲୋକକୁ ସନ୍ଦେହରେ ଅଟକ ରଖିଛି। ମୁରାରିମୋହନଙ୍କ ଅପହରଣ ପଛରେ ହାଇଦର କିମ୍ବା ଫୁକା ଗୋଷ୍ଠୀ ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରିଛି।
Popular Categories



