www.samajalive.in
Thursday, December 11, 2025
27.1 C
Bhubaneswar

ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ବିଧାନସଭା ଘେରାଉ କଲା ବିଜେପି

ପରୀହତ୍ୟାକାଣ୍ଡ ତଦନ୍ତ ଭାର ସିବିଆଇକୁ ଦିଆଯାଉ : ବାବୁସିଂ
 ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକକୁ  କଠୋର ଦଣ୍ଡ ଦିଆଯାଉ
ନୟାଗଡ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣସାହୁଙ୍କ ସଂପୃକ୍ତିରହିଛି। ଏଣୁମୁଖ୍ୟମନ୍ତ୍ରୀତୁରନ୍ତ ଏହିଘଟଣାରେହସ୍ତକ୍ଷେପ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାରକରନ୍ତୁ। ଏହାସହ ପରୀହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ଦାବି କରିଛି ବିଜେପି । ବିଜେପି ଜିଲ୍ଲା ସଭାପତି  ବାବୁ ସିଂଙ୍କ ନେତୃତ୍ୱରେ ହଜାରହଜାରସଂଖ୍ୟାରେ କାର୍ଯ୍ୟକର୍ତାଏକାଠିହୋଇବିଧାନସଭା ଆଗରେବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

- Advertisement -


ଏହି ଘେରାଉ କାର୍ଯ୍ୟକ୍ରରେ ରାଜ୍ୟମୁଖପାତ୍ର  ଦିଲୀପ ମହାନ୍ତି, କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ, ଜିଲ୍ଲାର ମଣ୍ଡଳ ସଭାପତିସୁରେନ୍ଦ୍ର ପ୍ରଧାନ, ଅମରଜ୍ୟୋତି ଜଗଦେବ, ଅରୁଣ ପୁରୋହିତ, ରାମରଣସିଂହ, ଜଗନ୍ନାଥ ବେହେରା, ସନ୍ତୋଷଜେନା, ଫିରୋଜଖାନ, ଶଶୀପ୍ରଭା ରଥ, ଅଞ୍ଜନ ନାଥ, ଦାମୋଦର ବେହେରା, ଯତୀନ୍ଦ୍ରମହାନ୍ତି, ବିଜୟ କୁମାର ରାଉତ, ସୁଶାନ୍ତ କୁମାର ସାବତ, ମନୋଜ ପଶ୍ଚିମକବାଟ, ରଶ୍ମି ରଞ୍ଜନ ମହାପାତ୍ର, ଦିଲ୍ଲୀପ ବେହେରା, ରଶ୍ମିରଞ୍ଜନ ମୁଦୁଲି, ମନ୍ଦାକିନୀ ପାତ୍ର, ତୃପ୍ତିମୟୀ ମକଦ୍ଦମ,ସୁଭାସିନୀ ପୃଷ୍ଟି, ମାନସୀମଞ୍ଜରୀ ରାୟ, ଉନ୍ନତି ପରିଡା, ସୁନିତା ପତିଙ୍କ ସହବହୁକାର୍ଯ୍ୟକର୍ତା ଯୋଗ ଦେଇଥିଲେ।

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories