www.samajalive.in
Friday, December 12, 2025
14.1 C
Bhubaneswar

ରାହୁ-କେତୁଙ୍କ ପ୍ରଭାବରୁ ମୁକ୍ତି ପାଇଁ ଏହି ତିଳକ ଲଗାଇବା ସହ ଆପଣାନ୍ତୁ ସରଳ ଉପାୟ..

ଗ୍ରହଙ୍କ ମଧ୍ୟରେ ରାହୁ ଓ କେତୁଙ୍କୁ ଛାୟା ଗ୍ରହ କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ବିଶେଷଙ୍କ ଜାତକରେ ରାହୁ ଓ କେତୁ ଖରାପ ସ୍ଥିତିରେ ରହିଥିଲେ, ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ବ୍ୟକ୍ତି ଜଣକ ୧୦୦% ପରିଶ୍ରମ କରିବା ପରେ ମଧ୍ୟ ୨୫ରୁ ୩୦% ପରିଣାମ ମିଳିଥାଏ। ରାହୁ-କେତୁଙ୍କ ଅଶୁଭ ପ୍ରଭାବରୁ ରକ୍ଷା ପାଇବା ପାଇଁ ମଥାରେ ଏକ ବିଶେଷ ପ୍ରକାର ତିଳକ ଲଗାଯାଏ। ଜାଣନ୍ତୁ..

ଯେଉଁମାନଙ୍କ ଜାତକରେ ରାହୁ-କେତୁଙ୍କ ପ୍ରଭାବ ଥିଲେ, ସେମାନେ ନିୟମିତ ମଥାରେ ଶିବଙ୍କ ତିଳକ (tripund tilak) ଲଗାନ୍ତୁ। ଏହାଦ୍ୱାରା ଭଗବାନ ଶିବଙ୍କ ବିଶେଷ କୃପା ମିଳିଥାଏ। ଭଗବାନ ଶିବଶଙ୍କରଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ।

- Advertisement -

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଜାତକରେ ରାହୁ-କେତୁଙ୍କ ଦୋଷ ଥିଲେ, ବ୍ୟକ୍ତି ବିଶେଷ ଭଗବାନ କୃଷ୍ଣଙ୍କ ଫଟୋ ଲଗାନ୍ତୁ। ଏହାଦ୍ୱାରା ଜାତକରେ ରାହୁ-କେତୁଙ୍କ ପ୍ରଭାବ କମ୍‌‌ ହୋଇଥାଏ।

ରାହୁ-କେତୁଙ୍କ ଦୋଷରୁ ମୁକ୍ତି ପାଇବା ପାଇଁ ନିୟମିତ ରୂପରେ କୁକୁରଙ୍କୁ ରୁଟି ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଜୀବନରେ ଆସୁଥିବା ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାସହ ବୁଧବାର ଓ ଶନିବାର କଳା କୁକୁରଙ୍କୁ ନିଶ୍ଚୟ ରୁଟି ଖାଇବାକୁ ଦିଅନ୍ତୁ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories