www.samajalive.in
Sunday, December 7, 2025
23.1 C
Bhubaneswar

ଏହି ସେଓ ଖାଉଛନ୍ତି କି ସାବଧାନ! ବଜାରରେ ଏଭଳି ରଙ୍ଗ ବୋଳି ବିକ୍ରି ହେଉଛି ସେଓ

ସମାଜ ଡିଜିଟାଲ ଡେସ୍କ: ଜଣେ ସୁସ୍ଥ ଲୋକ ହୁଅନ୍ତୁ କି ଅସୁସ୍ଥ ଫଳ ସାଧାରଣତଃ ସଭିଁଙ୍କୁ ଖାଇବାକୁ ଭଲ ଲାଗିଥାଏ । ହେଲେ ଫଳ ଭିତରେ ସେଓ ଖାଇବା ବେଳେ ଆପଣ ଟିକେ ସାବଧାନତା ଅବଲମ୍ବନ କରନ୍ତୁ । କାରଣ ବଜାରରେ ଏଭଳି ରଙ୍ଗ ବୋଳାଯାଇ ସେଓକୁ ବିକ୍ରି କରାଯାଉଛି । ଯାହାକି ସ୍ୱାସ୍ଥ୍ୟ ପ୍ରତି ହାନିକାରକ । ଭଲ ଭାବରେ ଦେଖନ୍ତୁ ଏହି ଭିଡ଼ିଓକୁ । ଏଠାରେ ସେଓକୁ କିଭଳି ଭାବରେ ରସାୟନିକ ରଙ୍ଗ ବୋଳି ବିକ୍ରି ହେବାକୁ ପଠାଯାଉଛି । ଡାକ୍ତର ସେଓ ଖାଇବାକୁ ପରାମର୍ଶ ଦେଉଥିବା ବେଳେ ବଜାରରେ ଏଭଳି ରଙ୍ଗ ବୋଳା ସେଓ ଖାଇବାରୁ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି । ବଜାରରେ ବିକ୍ରି ହେଉଥିବା ସେଓକୁ ଭଲ ଭାବରେ ପରଖି କିଣନ୍ତୁ । ରସାୟନିକ ରଙ୍ଗ ଯୁକ୍ତ ସେଓ କିଣିବାଠାରୁ ଦୂରେଇ ରୁହନ୍ତୁ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories