www.samajalive.in
Wednesday, December 10, 2025
18.1 C
Bhubaneswar

ଜାଣନ୍ତୁ ମୃତ୍ୟୁପରେ କେଉଁ ୩ ବୈଜ୍ଞାନିକଙ୍କ ଅଙ୍ଗକୁ ଶହଶହ ବର୍ଷ ଧରି ସାଇତି ରଖାଯାଇଛି 

ମୃତ୍ୟ ପରେ ସାଧରଣତଃ ଆମେ ଶରୀରକୁ ଜାଳିଦେଇଥାଉ ନ ହେଲେ ପୋତି ଦେଇଥାଉ। କିନ୍ତୁ ଏମିତି କିଛି ଦେଶ ଅଛି ଲୋକଙ୍କ ମୃତ୍ୟୁ ପରେ ତାଙ୍କ ଅଙ୍ଗକୁ ସାଇତି ରଖିଥାନ୍ତି ଏବଂ ସେ ଅଙ୍ଗକୁ ନେଇ ବହୁ ଗବେଷଣା ମଧ୍ୟ କରିଥାନ୍ତି। ଆଜି ଆପଣଙ୍କୁ ଦୁନିଆର ୩ ମହାନ ବୈଜ୍ଞାନିକ କଥା କହିବାକୁ ଯାଉଛି। ଯେଉଁ ମାନଙ୍କର ୧୦୦ ବର୍ଷରୁ ଅଧିକ ବର୍ଷ ହେବ ତାଙ୍କ ଅଙ୍ଗକୁ ଆଜିବି ସାଇତି ରଖାଯାଇଛି। ଏହି ତିନି ବୈଜ୍ଞାନିକ ବିଶ୍ବ ପାଇଁ ଅନେକ କିଛି ଆବିଷ୍କାର କରିଛନ୍ତି। ସେହି ୩ ବୈଜ୍ଞାନିକ ହେଉଛନ୍ତି ଗାଲୀଲିଓ, ଆଲବର୍ଟ ଆଇନ ଷ୍ଟାଇନ ଓ ଥୋମାସ ଏଡିସନ ।

ଇଟାଲୀର ବୈଜ୍ଞାନିକ ଗାଲୀଲିଓ ଗାଲିଲୀ ଜଣେ ମହାନ ଆବିଷ୍କାରକ ଥିଲେ। ସେ ଦୂରବିକ୍ଷଣ ଯନ୍ତ୍ର ଆବିଷ୍କାର କରିଥିଲେ। ଆପଣ ଜଣିକି ଆଶ୍ଚର୍ଯ୍ୟ ହେବେ ତାଙ୍କ ଆଙ୍ଗୁଠି, ମେରୁ ଦଣ୍ଡର ଏକ ହାଡ଼ ଇଟାଲୀର ପ୍ଲୋରେସ ସଂଗ୍ରହାଳୟରେ ସୁରକ୍ଷିତ ଭାବେ ରଖାଯାଇଛି। ସୂଚନା ମୁତାବକ ତାଙ୍କ ମୃତ୍ୟପରେ ୧୭୩୭ ସମିହାରେ ଏହି ଅଙ୍ଗକୁ କଢା ଯାଇଥିଲା।

- Advertisement -

ସେହିପରି ଆଲର୍ବଟ ଆଇନ ଷ୍ଟାଇନ ବିଶ୍ବର ସବୁଠାରୁ ବଡ଼ ବୈଜ୍ଞାନିକ ଭାବେ ପରିଚିତ । ତାଙ୍କ ମୃତ୍ୟୁପରେ ୧୯୫୫ ରେ ତାଙ୍କ ଆଖିକୁ ନ୍ୟୁଅର୍କରରେ ରଖାଯାଇଥିଲା। ଏହାସହ ତାଙ୍କ ମସ୍ତିଷ୍କକୁ ମଧ୍ୟ ରଖାଯାଇଥିଲା । ତାଙ୍କ ମସ୍ତିଷ୍କକରେ ଏମିତି କଣ ରହିଥିଲା ଏତେବଡ ମହାନ ବୈଜ୍ଞାନିକ ହୋଇପାରିଥିଲେ। ଏହି ମସ୍ତିକକୁ ନେଇ ବର୍ଷବର୍ଷ ପର୍ଯ୍ୟନ୍ତ ଗବେଷଣା ମଧ୍ୟ କରାଯାଇଥିଲା।

ବୈଦ୍ୟୁତ ବଲବ୍ , ଫୋନଗ୍ରାଫ ଓ କ୍ୟାମେରାର ଆବିଷ୍କାର କରିଥିବା ମହାନ ବୈଜ୍ଞାନିକ ହେଉଛନ୍ତି ଥୋମାସ ଏଡିସନ । ଥୋମାସ ଏଡିସନଙ୍କର ଶରୀର କୌଣସି ଅଙ୍ଗକୁ ରଖାଯାଇନାହିଁ  କିନ୍ତୁ ସେ ଶେଷ ସମୟରେ ଛଡି ଥିବା ଶ୍ବାସକ୍ରିୟାକୁ ସୁରକ୍ଷିତ ରଖାଯାଇଛି। ତାଙ୍କ ସେହି ଶେଷ ନିଶ୍ବାସକୁ ଆମେରିକାର ମିଶିଗନ ସହରରେ ଥିବା ସଂଗ୍ରହାଳୟରେ ସୁରକ୍ଷିତ ଭାବେ ରଖାଯାଇଛି।

 

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories