www.samajalive.in
Tuesday, December 9, 2025
16.1 C
Bhubaneswar

ତଲସିଲଦାରଙ୍କ ଘରୁ ୯୩ ଲକ୍ଷ ଟଙ୍କା ଓ ସୁନାଗହଣା ଜବତ

ହାଇଦରାବାଦ : ତେଲଙ୍ଗାନାର ରାଙ୍ଗାରେଡ୍ଡି ଜିଲାରେ ଜଣେ ତହସିଲଦାରଙ୍କ ଘରୁ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଅଧିକାରୀମାନେ ୯୩.୫ଲକ୍ଷ ନଗଦ ଟଙ୍କା ଓ ସୁନାଗହଣା ଜବତ କରିଛନ୍ତି। ରିପୋର୍ଟ ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ତହସିଲଦାର ଭି ଲାବଣ୍ୟଙ୍କ ଘରେ ଏସିବି ଅଧିକାରୀମାନେ ଚଢଉ କରିଥିଲେ। ଚଢଉ ବେଳେ ଟଙ୍କା ସହିତ ସୁନା ଗହଣା ଓ ସୁନା ଖଣ୍ଡ (ବାର) ଜବତ କରାଯାଇଥିଲା। ଲାବଣ୍ୟଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି। ଉକ୍ତ ତଲସିଲଦାରଙ୍କ ପକ୍ଷରୁ ୪ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଏସିବି ଜଣେ ଗାଁ ରାଜସ୍ବ ଅଧିକାରୀ (ଆରଆଇ)ଙ୍କୁ ଗିରଫ କରିଥିଲେ। ଆରଆଇ ଜଣଙ୍କ କେଶାମପେଟରେ ନିଯୁକ୍ତ ଥିଲେ। ଆରଆଇଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories