www.samajalive.in
Tuesday, December 9, 2025
17.1 C
Bhubaneswar

ଅଁଳା ଜୁସ୍‌‌ ପିଇଲେ ହୃଦୟଜନିତ ରୋଗ, ଉଚ୍ଚ ରକ୍ତଚାପରୁ ମିଳିବ ମୁକ୍ତି

ଅଁଳାରେ ଭିଟାମିନ୍‌‌ ସି ଭରପୁର ମାତ୍ରାରେ ରହିଛି। ଏହାର ସ୍ୱାଦ କଷା ଓ ଖଟାଳିଆ। ଅଁଳାରୁ ଲଡୁ, ଚଟଣି, ଆଚାର, ଜୁସ୍‌‌ ଆଦି ତିଆରି କରାଯାଏ।
ଅଁଳା ଜୁସ୍‌‌ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ଅଁଳା ଜୁସ୍‌‌ ପିଇବା ଦ୍ୱାରା ଯକୃତ ସଠିକ ଭାବେ କାର୍ଯ୍ୟ କରିଥାଏ। ଯକୃତ ପରିଷ୍କାର ରହିଥାଏ।
ଅଁଳା ସେବନ ଦ୍ୱାରା ପେଟ ଜନିତ ଅଧିକାଂଶ ରୋଗରୁ ମୁକ୍ତି ମିଳିଥାଏ। ଅଁଳା ଜୁସ୍‌‌ ପିଇବା ଦ୍ୱାରା ହୃଦୟଜନିତ ରୋଗ, ଉଚ୍ଚ ରକ୍ତଚାପ, ସଂକ୍ରମଣ ଜନିତ ରୋଗରୁ ମୁକ୍ତି ମିଳିଥାଏ।
ଅଁଳା ଜୁସ୍‌‌ ପିଇବା ଦ୍ୱାରା କେଶ, ତ୍ୱଚା, ବୃକକ୍‌‌ ସୁସ୍ଥ ରହିଥାଏ।
ଯଦି ଆପଣଙ୍କୁ ଦୃଷ୍ଟି ଶକ୍ତି ଦୁର୍ବଳ ହେବା ଭଳି ଅନୁଭବ ହେଉଛି, ନିୟମିତ ଗୋଟିଏ ଅଁଳାର ସେବନ ନିଶ୍ଚୟ କରନ୍ତୁ। ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ। ଏହାସହ ଆଖିରେ କୁଣ୍ଡାଇ ହେବା ଭଳି ଅନୁଭବ ହେଉଥିବା,ଆଖି ପୋଡା ସମସ୍ୟାକୁ ମଧ୍ୟ ଦୂର କରିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories