www.samajalive.in
Monday, December 8, 2025
27.1 C
Bhubaneswar

୨୦୨୪ ସାଧାରଣ ନିର୍ବାଚନ – କେଉଁ ପର୍ଯ୍ୟାୟରେ କେଉଁଠି ଭୋଟ

ଡେସ୍କ: ୨୦୨୪ ସାଧାରଣ ନିର୍ବାଚନ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ଆଜି ଏ ବିଷୟରେ ସୂଚନା ଦେଇଛନ୍ତି।

୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୯ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ , ମେ ୭ରେ ତୃତୀୟ ପର୍ଯ୍ୟାୟ, ମେ ୧୩ରେ ଚତୁର୍ଥ ପର୍ଯ୍ୟାୟ, ମେ ୨୦ରେ ପଞ୍ଚମ ପର୍ଯ୍ୟାୟ, ମେ ୨୫ରେ ଷଷ୍ଠ ପର୍ଯ୍ୟାୟ ଓ ଜୁନ ୧ରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଜୁନ ୪ ତାରିଖରେ ମତଗଣନା କରାଯିବ।

- Advertisement -

ଲୋକସଭା ସହ ୪ଟି ରାଜ୍ୟ ସିକିମ, ଓଡିଶା, ଆନ୍ଧ୍ର ପ୍ରଦେଶ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ।
ରାଜ୍ୟ: ଆନ୍ଧ୍ରପ୍ରଦେଶ (୪ର୍ଥ ପର୍ଯ୍ୟାୟ)
ବିଧାନସଭା ଆସନ ସଂଖ୍ୟା: ୧୭୫
ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
ଗେଜେଟ ବିଜ୍ଞପ୍ତି: ୧୮.୦୪.୨୦୨୪
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୨୫.୦୪.୨୦୨୪
ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୨୬.୦୪.୨୦୨୪
ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୨୯.୦୪.୨୦୨୪
ଭୋଟ ଗ୍ରହଣ ତାରିଖ: ୧୩.୦୫.୨୦୨୪
ଭୋଟ ଗଣତି ତାରିଖ: ୦୬.୦୬.୨୦୨୪

ରାଜ୍ୟ: ଅରୁଣାଚଳ ପ୍ରଦେଶ (୧ମ ପର୍ଯ୍ୟାୟ)
ବିଧାନସଭା ଆସନ ସଂଖ୍ୟା: ୬୦
ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
ଗେଜେଟ ବିଜ୍ଞପ୍ତି: ୨୦.୦୩.୨୦୨୪
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୨୭.୦୩.୨୦୨୪
ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୨୮.୦୩.୨୦୨୪
ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୩୦.୦୩.୨୦୨୪
ଭୋଟ ଗ୍ରହଣ ତାରିଖ: ୧୯.୦୪.୨୦୨୪
ଭୋଟ ଗଣତି ତାରିଖ: ୦୪.୦୬.୨୦୨୪

ରାଜ୍ୟ: ଓଡିଶା (୪ର୍ଥ ଓ ୫ମ ପର୍ଯ୍ୟାୟ)
ବିଧାନସଭା ଆସନ ସଂଖ୍ୟା: ୨୮ (୪ର୍ଥ) ଓ ୩୫ (୫ମ)
ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
ଗେଜେଟ ବିଜ୍ଞପ୍ତି: ୧୮.୦୪.୨୦୨୪ ଓ ୨୬.୦୪.୨୦୨୪
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୨୫.୦୪.୨୦୨୪ ଓ ୦୩.୦୫.୨୦୨୪
ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୨୬.୦୪.୨୦୨୪ ଓ ୦୪.୦୫.୨୦୨୪
ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୨୯.୦୪.୨୦୨୪ ଓ ୦୬.୦୫.୨୦୨୪
ଭୋଟ ଗ୍ରହଣ ତାରିଖ: ୧୩.୦୫.୨୦୨୪ ଓ ୨୦.୦୫.୨୦୨୪
ଭୋଟ ଗଣତି ତାରିଖ: ୦୪.୦୬.୨୦୨୪

ରାଜ୍ୟ: ସିକିମ (୧ମ ପର୍ଯ୍ୟାୟ)
ବିଧାନସଭା ଆସନ ସଂଖ୍ୟା: ୩୨
ନିର୍ବାଚନ ତାରିଖ ଘୋଷଣା: ୧୬.୦୩.୨୦୨୪
ଗେଜେଟ ବିଜ୍ଞପ୍ତି: ୨୦.୦୩.୨୦୨୪
ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ: ୨୭.୦୩.୨୦୨୪
ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୨୮.୦୩.୨୦୨୪
ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ: ୩୦.୦୩.୨୦୨୪
ଭୋଟ ଗ୍ରହଣ ତାରିଖ: ୧୯.୦୪.୨୦୨୪
ଭୋଟ ଗଣତି ତାରିଖ: ୦୪.୦୬.୨୦୨୪

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories