www.samajalive.in
Tuesday, December 9, 2025
17.1 C
Bhubaneswar

 ବାସଭବନରେ ପହଁଞ୍ଚିଲା କଳାହାଣ୍ଡି ମହାରାଜାଙ୍କ ପାର୍ଥୀବ ଶରୀର

 ଭବାନୀପାଟଣା: କଳାହାଣ୍ଡି ମହାରାଜା ଉଦୀତ ପ୍ରତାପ ଦେଓଙ୍କ ପାର୍ଥୀବ ଶରୀର ମଙ୍ଗଳ ବାର ଦିବା ୧୦ ସମୟରେ ଭବାନୀପାଟଣାର ରାଜପ୍ରସାଦରେ ପହଞ୍ଚିଛି  । ଜନସାଧାରଣଙ୍କ ଦର୍ଶନ ପାଇଁ ମହାରାଜା ଉଦୀତ ଦେଓଙ୍କ ମରଶରୀକୁ ରାଜପ୍ରସାଦ ପରିସରରେ ଥିବା ରାଜମଣ୍ଡପରେ ରଖାଯାଇଛି । ଅନ୍ୟପଟେ ମହାରାଜାଙ୍କ ଉତ୍ତାରଧିକରୀ ଭବରେ ତାଙ୍କର ପୁତ୍ର ତଥା ଯୁବରାଜ ଅନନ୍ତ ପ୍ରତାପ ଦେଓ ରାଜପରିବାରର ର ପାରମ୍ପରିକ ରିତିଅନୁଯାଇ ରାଜ ଅଭିଶେକ ହେବାପରେ ମହାରାଜଙ୍କ ଶବ ସତ୍କାର କରାଯିବ ।

 ସୂଚନା ଅନୁଯାୟୀ , କଳହାଣ୍ଡିର ମହାରାଜା ଉଦୀତ ପ୍ରତାପ ଦେଓଙ୍କ ସୋମବାର ସଂନ୍ଧ୍ୟା ୫.୪୦ ମିନିଟ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୧ ବୟସରେ ଦେହାନ୍ତ ହୋଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories