ବାଲେଶ୍ୱର / ନୀଳଗିରି : ବାଲେଶ୍ୱର ଜିଲାର ନୀଳଗିରି ଥାନା ଅନ୍ତର୍ଗତ କଣ୍ଟିଆକାଟି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ହନୁମାନଙ୍କ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ତାଲା ଭାଙ୍ଗି ସୁନା ଅଳଙ୍କାର ସହ ବାଦକ ଯନ୍ତ୍ର ଚୋରି କରି ନେଇଛନ୍ତି। ସକାଳ ସମୟରେ ପୂଜକ ମନ୍ଦିରକୁ ଆସିବା ପରେ ଘଟଣା ବିଷୟରେ ଜାଣି ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ।
Popular Categories



