www.samajalive.in
Tuesday, December 9, 2025
17.1 C
Bhubaneswar

ସିକ୍ୟୁରିଟି ଗାର୍ଡ଼ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କଲା ନୀଳଗିରି ପୁଲିସ

ନୀଳଗିରି : ବାଲେଶ୍ୱର ଜିଲା ଅଧିନସ୍ଥ ନୀଳଗିରି ଥାନା ଅଞ୍ଚଳରେ ଜଣେ ସିକ୍ୟୁରିଟି ଗାର୍ଡ଼ଙ୍କୁ ହତ୍ୟା ଘଟଣାରେ ପୁଲିସ ରବିବାର ଜଣେ ହତ୍ୟାକରୀକୁ ଗିରଫ କରିଛି। ଜାମୁଡ଼ିହା ପଞ୍ଚାୟତ ଅଧିନସ୍ଥ କେସୁରା ଗାଁର ଗୌରୀଶଙ୍କର ରାଉତ ଏହି ହତ୍ୟାକାଣ୍ଡ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଖାନତଲାସି ବେଳେ ପୁଲିସ ଗୌରୀ ଘରୁ କଟୁରୀ ଏବଂ ଭୁଜାଲି ଜବତ କରିଛି। ପୁଲିସ ପଚରାଉଚରା ବେଳେ ହତ୍ୟାକରୀ ମୃତ ସିକ୍ୟୁରିଟି ଗାର୍ଡ଼ ସହ ନିଜ ମା’ର ଖରାପ ସମ୍ପର୍କକୁ ସନ୍ଦେହ କରି ଏଭଳି କାଣ୍ଡ କରିଥିବା କହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories