www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ ରାଶି ଅନୁଯାୟୀ କେଉଁ ବାରରେ କେଉଁ ଖାଦ୍ୟ ଖାଇ କାମର କରିବେ ଶୁଭାରମ୍ଭ

ନୂଆ କାର୍ଯ୍ୟର ଆରମ୍ଭ କେଉଁ ବାରରେ ଓ କିପରି ଭାବେ ଆରମ୍ଭ କରିବେ ସେଥିପ୍ରତି କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ। ଏପରି କରିବା ଦ୍ୱାରା କାର୍ଯ୍ୟରେ ବାଧା ସୃଷ୍ଟି ହୋଇନଥାଏ। ଏହା ସହ କାର୍ଯ୍ୟରେ ସଫଳତା ମିଳିଥାଏ। ନୂଆ କାର୍ଯ୍ୟ ସହ ଜଡ଼ିତ କିଛି ମହତ୍ତ୍ୱପୂର୍ଣ୍ଣ କଥା ରହିଛି। ଜାଣନ୍ତୁ ରାଶି ଅନୁଯାୟୀ କେଉଁ ବାରରେ କେଉଁ ଖାଦ୍ୟ ଖାଇ କାମର ଶୁଭାରମ୍ଭ କରିବେ….
ମେଷ – ଗୁରୁବାର, ସୋରିଷ ପଡ଼ିଥିବା ଖାଦ୍ୟ ଖାଆନ୍ତୁ।
ବୃଷ – ଶନିବାର , ଘିଅ ଖାଆନ୍ତୁ।
ମିଥୁନ – ଶୁକ୍ରବାର , ଦହି ଖାଆନ୍ତୁ।
କର୍କଟ – ମଙ୍ଗଳବାର, ଗୁଡ଼ ଖାଆନ୍ତୁ।
ସିଂହ – ରବିବାର, ପାନ ଖାଆନ୍ତୁ।
କନ୍ୟା – ବୁଧବାର, ଧନିଆ ଖାଆନ୍ତୁ।
ତୁଳା – ଶୁକ୍ରବାର , ଦହି ଖାଆନ୍ତୁ।
ବିଛା – ରବିବାର, ପାନ ଖାଆନ୍ତୁ।
ଧନୁ – ଗୁରୁବାର, ହଳଦିଆ ରଙ୍ଗର ମିଠା ଖାଆନ୍ତୁ।
ମକର – ସୋମବାର, ଦହି ଓ ଚିନି ଖାଆନ୍ତୁ।
କୁମ୍ଭ – ଶନିବାର, ଘିଅ ଖାଆନ୍ତୁ।
ମୀନ – ବୁଧବାର, ଧନିଆ ଖାଆନ୍ତୁ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories