www.samajalive.in
Monday, December 8, 2025
20.1 C
Bhubaneswar

ଏବେବି ମନେ ପଡନ୍ତି ଅନ୍ତରୀକ୍ଷରେ ପାଦ ରଖିଥିବା ପ୍ରଥମ ଭାରତୀୟ ରାକେଶ ଶର୍ମା

ଭୁବନେଶ୍ୱର : ବାୟୁସେନାର ଅଧିକାରୀ ତଥା ପ୍ରଥମ ଭାରତୀୟ ଭାବେ ଅନ୍ତରୀକ୍ଷରେ ପାଦ ଦେଇ ଏବେବି ସ୍ମରଣୀୟ ହୋଇ ରହିଛନ୍ତି ମହାକାଶଚାରୀ ରାକେଶ ଶର୍ମା । ୧୯୮୪ ମସିହା ଏପ୍ରିଲ ୨ତାରିଖରେ ଅନ୍ତରୀକ୍ଷ ଯାନ ସୋୟୁଜ ଟି-୧୧ରେ ଯାତ୍ରା କରିଥିଲେ ରାକେଶ ଶର୍ମା। ୨ଜଣ ସାଥୀ ମହାକାଶଚାରୀଙ୍କ ସହ ରାକେଶ ଶର୍ମା ଅନ୍ତରୀକ୍ଷରେ ମୋଟ ୭ଦିନ ୨୧ ଘଣ୍ଟା ୪୦ ମିନିଟ ବିତାଇଥିଲେ ।

ଏକ ସାକ୍ଷାତକାରରେ ରାକେଶ ଶର୍ମା କହିଥିଲେ “୨୦୨୨ ସୁଦ୍ଧା ଭାରତ ଅନ୍ତରୀକ୍ଷକୁ ମାନବ ପ୍ରେରଣ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିବା ପରେ ମୁଁ ବହୁତ ଖୁସି ହୋଇଥିଲି”। ୩୪ ବର୍ଷର ଅପେକ୍ଷା ପରେ ଅନ୍ତରୀକ୍ଷକୁ ମାନବ ପ୍ରେରଣ କରିବାକୁ ଭାରତ ପ୍ରସ୍ତୁତ ହେଉଥିବାରୁ ଖୁସି ବ୍ୟକ୍ତ କରିଥିଲେ ରାକେଶ ଶର୍ମା।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories