www.samajalive.in
Monday, December 8, 2025
27.1 C
Bhubaneswar

ବର୍ଷାରେ ଚାଲିଛି ରାସ୍ତା କାମ ; ସ୍ଥାୟୀତ୍ବକୁ ନେଇ ପ୍ରଶ୍ନ

ପାଟଣା : ଜାତୀୟ ରାଜପଥ ଢେଙ୍କିକୋଟ – ପାଟଣା ରାସ୍ତାର ଢେଙ୍କିକୋଟ ବଜାର ଅଞ୍ଚଳରେ ରବିବାର ପୂର୍ବାହ୍ନରେ ଝିପଝିପ୍ ବର୍ଷା ସତ୍ତ୍ୱେ ରାସ୍ତାରେ ପିଚୁ କାମ କରାଯାଉଥିବା ଦେଖିବାକୁ ମିଳିଛି । ପୁରୁଣା ରାସ୍ତା ଉପରେ ଝାଡୁ ମାରି ଏଭଳି ବର୍ଷାରେ ପିଚୁ ଢଳାଯାଇ ରାସ୍ତା ତିଆରି  କରାଯାଉଥିବାରୁ ସ୍ଥାୟୀତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତିରେ ଏଭଳି ବର୍ଷା ସମୟରେ ପିଚୁ ନକରି ଶୁଖିଲା ପାଗରେ ପିଚୁ କରିବାକୁ କିଛି ଲୋକ ଠିକା ସଂସ୍ଥା କୁ ପରାମର୍ଶ ଦେଇଥିଲେ ମଧ୍ୟ ଠିକା ସଂସ୍ଥା ଜନସାଧାରଣଙ୍କ ପରାମର୍ଶକୁ ଭୃକ୍ଷେପ ନକରି ପିଚୁ କାମ କରୁଥିବାରୁ ଏଠାରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories