www.samajalive.in
Thursday, December 11, 2025
27.1 C
Bhubaneswar

ବିଜେପି ଦଳରେ ସାମିଲ କରିବ ୯ କୋଟି ସଦସ୍ୟ

ନୂଆଦିଲ୍ଲୀ: ବିଜେପି ନେତା ଶିବରାଜ ସିଂହ ଚୌହାନ୍‍ କହିଛନ୍ତି, ବର୍ତ୍ତମାନ ପାର୍ଟିର ସଦସ୍ୟ ସଂଖ୍ୟା ୧୧କୋଟି ରହିଛି। ପାର୍ଟି ସଦସ୍ୟ ସଂଖ୍ୟା ୨୦ କୋଟିକୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ଆସନ୍ତାମାସ ୬ ତାରିଖରୁ ସମଗ୍ର ଦେଶରେ ସଦସ୍ୟତା ଅଭିଯାନ ଆରମ୍ଭ ହେବ। ସେ କହିଛନ୍ତି, ସବୁ ବର୍ଗର ଲୋକଙ୍କୁ ସାମିଲ କରିବାକୁ ପାର୍ଟି ପ୍ରଚେଷ୍ଟା କରିବ।

ପଶ୍ଚିମବଙ୍ଗ, କେରଳ, ଓଡ଼ିଶା, ପୁଡୁଚେରୀ, ତାମିଲନାଡୁ, ଲାକ୍ଷାଦୀପ, ତେଲଙ୍ଗନା, ଆନ୍ଧ୍ରପ୍ରଦେଶ ଓ ସିକ୍କିମ୍‍ ଭଳି ରାଜ୍ୟଗୁଡ଼ିକରେ ଏହି ଅଭିଯାନ ଆରମ୍ଭ ହେବ। ସେ କହିଛନ୍ତି, ପାର୍ଟି ବଡ଼ ସଫଳତା ହାସଲ କରିଛି କିନ୍ତୁ ଆହୁରି ଅଧିକ ସଫଳତା ହାସଲ କରିବାକୁ ବାକି ରହିଛି। ବିଜେପି ସମାଜର ପ୍ରମୁଖ ଲୋକ ବିଶେଷ କରି ଯୁବାମାନଙ୍କ ସହ ଯୋଗାଯୋଗ କରିବ।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories