ଝାରସୁଗୁଡା : ଝାରସୁଗୁଡା ଜିଲା ସଦର ଥାନା ଅନ୍ତର୍ଗତ ଓ.ଏମ.ପିର ଭୁଇଁଆ ପଡ଼ାରେ ଏକ ୨୮ବର୍ଷୀୟ ଯୁବକ ନିଜେ ନିଜର ଗଳା କାଟି ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ମୁତାବକ, ଭୁଇଁଆ ପଡ଼ାରେ ରହୁଥିବା ମିଳନ ଗୁରୁଙ୍ଗ(୨୮) ନାମକ ଯୁବକ ଗତ ରାତିରେ ନିଜ ବେକ କାଟି ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।
Popular Categories



