ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବୁଢିକାପୁଡି ଗ୍ରାମରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବୁଢିକାପୁଡି ଗ୍ରାମର ବିଦ୍ୟାଧର ମହାନ୍ତ ୫୦ ଅପରାହ୍ନ ୪ଟା ସମୟରେ ଘରକୁ ଯିବା ସମୟରେ ବାରଣ୍ଡା ଉପରେ ଚଢୁ ଚଢୁ ଚେତାଶୁନ୍ୟ ହୋଇ ପଡିଯାଇଥିଲେ ।ସଙ୍ଗେ ସଙ୍ଗେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
Popular Categories



