www.samajalive.in
Tuesday, December 9, 2025
17.1 C
Bhubaneswar

‘ଦି କପିଲ ଶର୍ମା ଶୋ’ରେ ଦୂତୀ

ମୁମ୍ବଇ : ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡିଆ ଝିଅ ଦୌଡ଼ ରାଣୀ ଦୂତୀ ଚାନ୍ଦ ସୋନୀ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ କମେଡ଼ି ଧାରାବାହିକ ‘ଦି କପିଲ ଶର୍ମା ଶୋ’ ରେ ଯୋଗ ଦେଇଛନ୍ତି। ସେ ପ୍ରଥମ ଓଡ଼ିଆ ଝିଅ ଭାବେ ଏହି ଶୋ’ରେ ସାମିଲ ହୋଇଛନ୍ତି। ଏହାସହିତ ତାଙ୍କ ସହ ଏହି ଶୋ’ରେ ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂଟିଆ ଓ ହକି କ୍ରୀଡ଼ାବିତ୍ ସନ୍ଦିପ ସିଂହ ସାମିଲ ହୋଇଥିଲେ।ଦୂତୀ ସାମାଜିକ ଗଣମାଧ୍ୟମରେ ଶୋ’ରେ ଉଠାଇଥିବା କିଛି ଫ‌ଟୋ ଶେୟାର କରି ଲେଖିଛନ୍ତି, ‘‘ପ୍ରଥମ ଓଡ଼ିଆ ଝିଅ ଭାବେ କପିଲ ଶର୍ମା ଶୋ’ରେ ପାଦ ଯୋଗ ଦେଇ ଥିବାରୁ ମୁଁ ବହୁତ ଖୁସି। ଏଭଳି ଏକ ନିଆରା କାର୍ୟ୍ୟକ୍ରମକୁ ନିମନ୍ତ୍ରଣ କରିଥିବାରୁ କପିଲ ଶର୍ମାଙ୍କୁ ମୁଁ ଧନ୍ୟବାଦ ଜଣାଉଛି’’।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories