www.samajalive.in
Sunday, December 7, 2025
15.1 C
Bhubaneswar

ଯୋଡା ଶରୀର ଧାରୀ ଯମଜ ଶିଶୁଙ୍କ ସଫଳ ଅପରେଶନ

ବେଙ୍ଗାଲୁରୁ : ଯୋଡି ହୋଇ ଶରୀର ଥିବା ଯମଜ ଶିଶୁଙ୍କର ସଫଳ ଅପରେଶନ ପୂର୍ବକ ଅଲଗା କରାଯାଇଛି। ବେଙ୍ଗାଲୁରୁର ନାରାୟଣ ହେଲଥ ସିଟି ହସ୍ପିଟାଲରେ ମଙ୍ଗଳବାର ଏହି ଜଟିଳ ଅପରେଶନ କରାଯାଇଛି। ଯମଜ ଶିଶୁ ଦ୍ବୟ ମରିସସ୍‌ର ହୋଇଥିବାବେଳେ ସେମାନଙ୍କର ବୟସ ମାତ୍ର ୨ମାସ। ପ୍ରତିଷ୍ଠିତ ହାର୍ଟ ସର୍ଜନ ଡାକ୍ତର ଦେବୀ ସେଟ୍ଟିଙ୍କ ନେତୃତ୍ବରେ ୧୦ଘଣ୍ଟାର ଅପରେଶନ ପରେ ଉଭୟଙ୍କୁ ଅଲଗା କରାଯାଇଥିଲା। ମଣିଷ ଶରୀରରେ ରକ୍ତ ସଞ୍ଚାଳନ ପାଇଁ ୪ଟି ଭାଲଭ ଥାଏ। ଏହି ଯମଜଙ୍କ ଶରୀରରେ ରକ୍ତ ସଞ୍ଚାଳନ ପାଇଁ ୭ଟି ଭାଲଭ ରହିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories