ରାୟଗଡ଼ା : ରାୟଗଡ଼ା ନିକଟସ୍ଥ କଲ୍ୟାଣସିଂହପୁରରେ ବିଷାକ୍ତ ଛତୁ ଖାଇ ୮ ଜଣ ଶ୍ରମିିକ ଅସୁସ୍ଥ ହେବାରୁ ରବିବାର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ, ଛତୁ ତରକାରୀ ଖାଇବା ପରେ ବାନ୍ତି ହୋଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଶ୍ରମିକମାନେ କଲ୍ୟାଣସିଂହପୁର ଗୋଡ଼ିପାରିରେ ରାସ୍ତା କାମ କରୁଥିଲେ।
Popular Categories



