www.samajalive.in
Monday, December 8, 2025
27.1 C
Bhubaneswar

ଶରୀର ପାଇଁ ଉପକାରୀ ପାନ

ପାନର ସେବନ ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ ଅଟେ। ଏହା ପାଚନ କ୍ରିୟାକୁ ସନ୍ତୁଳିତ କରିଥାଏ।

ପାନ ପତ୍ରକୁ ପ୍ରତିଦିନ ଖାଲି ପେଟରେ ଖାଇବା ଦ୍ବାରା କିମ୍ବା ଜୁସ କରି ପିଇବା ଦ୍ବାରା ବଦହଜମୀ ଓ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ।

- Advertisement -

ରାତି ସାରା ପାନ ପତ୍ରକୁ ପାଣିରେ ଭିଜାଇ ସେହି ପାଣିକୁ ସକାଳେ ପିଇବା ଦ୍ବାରା ମଧ୍ୟ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ।

ଏହା ଏସିଡିଟି, ଗ୍ୟାଷ୍ଟିକ ପରି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଏହାଦ୍ବାରା ଭୋକ ମଧ୍ୟ ବଢିଥାଏ।

ପାନ ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

ଶରୀରରେ ପୋଡି ଯାଇଥିବା ସ୍ଥାନରେ ପାନ ପତ୍ର ଲେପ ଲଗାଇବା ଦ୍ବାରା ଆରାମ ଲାଗିଥାଏ।

ଏହା ଖାଇବା ଦ୍ବାରା କଫ ଓ ଆଜମା ଇତ୍ୟାଦି ରୋଗରୁ ଉପଶମ ମିଳିଥାଏ।

ପାନ ପତ୍ରର ଜୁସରେ ଅଳ୍ପ କ୍ଷୀର ମିଶାଇ ପିଇବା ଦ୍ବାରା ଥଣ୍ଡା, ଜ୍ବର ସମସ୍ୟାରୁ ମୁକ୍ତି ମିଳିଥାଏ।

ଏହାଦ୍ବାରା ପିଠି ଦରଜ ଓ ମାନସିକ ଦୁଃଶ୍ଚିନ୍ତାରୁ ମୁକ୍ତି ମିଳିଥାଏ।

ପାନ ପତ୍ରର ଜୁସରେ ମହୁ ମିଶାଇ ପିଇବା ଦ୍ବାରା ଥଣ୍ଡା ଓ କାଶରୁ ମୁକ୍ତି ମିଳିଥାଏ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଭୋଗିବେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories