www.samajalive.in
Tuesday, December 9, 2025
16.1 C
Bhubaneswar

ନାସାର ଅଭିଯୋଗ: ମହାକାଶରେ ୪୦୦ ଖଣ୍ଡ ହୋଇ ବୁଲୁଛି ଭାରତ ନଷ୍ଟ କରିଥିବା  ସାଟେଲାଇଟ୍‌!

ନୂଆଦିଲ୍ଲୀ . – ମହାକାଶରେ କ୍ଷେପଣାସ୍ତ୍ର ମାଡ କରି ଭାରତ ନଷ୍ଟ କରିଥିବା ସାଟେଲାଇଟ(କୃତ୍ରିମ ଉପଗ୍ରହ) ଏବେ ୪୦୦ ଖଣ୍ଡ ହୋଇ ମହାକାଶରେ ଘୁରି ବୁଲୁଥିବା ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ସୂଚନା ଦେଇଛି । ଏହାଦ୍ୱାରା ମହାକାଶରେ ଥିବା ଗବେଷଣା କେନ୍ଦ୍ର ପ୍ରତି ବିପଦ ଥିବା କଥା ନାସା ପ୍ରକାଶ କରିଛି । ୨୪ ଟି ଖଣ୍ଡ  ଆମେରାକିର ମହାକାଶରେ ଥିବା ଗବେଷଣା କେନ୍ଦ୍ରଠାରୁ ଦୂରରେ ରହିଛି ବୋଲି ସୂଚନା ଦିଆଯାଇଛି ।

ଆମେରିକାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହି ଖଣ୍ଡ ମହାକାଶ କେନ୍ଦ୍ର ପ୍ରତି ବିପଦ ବୋଲି ସେ କହିଛନ୍ତି। ଏହି ପରୀକ୍ଷଣ ପୃଥିବୀର ନିମ୍ନ ସ୍ତରରେ କରାଯାଇଥିବାରୁ ବିପଦ ସୃଷ୍ଟି ହୋଇଥିବା  ନାସା ସୂଚନା ଦେଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories