www.samajalive.in
Monday, December 8, 2025
27.1 C
Bhubaneswar

ମାୟାବତୀଙ୍କ ଘୋଷଣା; ଏଥର ଲୋକସଭା ନିର୍ବାଚନ ଲଢ଼ିବେନି

ଉତ୍ତର ପ୍ରଦେଶ: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀ ଏଥର ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ। ବୁଧବାର ଏ ନେଇ ସେ ଘୋଷଣା କରିଛନ୍ତି। ମାୟାବତୀ କହିଛନ୍ତି, ରାଜ୍ୟରେ ଆମର ମେଣ୍ଟ ଭଲ ସ୍ଥିତିରେ ରହିଛି। ବର୍ତ୍ତମାନ ପରିସ୍ଥିତିରେ ସେ ନିର୍ବାଚନ ନ ଲଢ଼ିବା ନିଷ୍ପତ୍ତି ଦଳ ପାଇଁ ହିତକର ରହିବ। ତାଙ୍କ ଜିତିବାଠାରୁ ତାଙ୍କ ମେଣ୍ଟ ଜିତିବା ଗୁରୁତ୍ଵପୂର୍ଣ୍ଣ। ପଛରେ ଦରକାର ପଡ଼ିଲେ ସେ ସଂସଦରେ ପହଞ୍ଚିପାରିବେ। ଦଳର ମୁଖ୍ୟ ହିସାବରେ ତାଙ୍କୁ ଏଭଳି କଠୋର ନିଷ୍ପତ୍ତି ନେବାକୁ ପଡ଼ୁଛି। ସୂଚନାଯୋଗ୍ୟ, ସମାଜବାଦୀ ପାର୍ଟି ଏବଂ ବିଏସପି ମଧ୍ୟରେ ମେଣ୍ଟ ପରେ ମାୟାବତୀ ନିର୍ବାଚନ ଲଢ଼ିବେ କି ନାହିଁ ତାହାକୁ ନେଇ ଜୋରସୋର ଚର୍ଚ୍ଚା ଚାଲିଥିଲା। କିନ୍ତୁ ବୁଧବାର ମାୟାବତୀ ଏକ ପ୍ରେସ ବିବୃତିରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories