ଖୋର୍ଦ୍ଧା : ପୂର୍ବ ଶତ୍ରୁତାରୁ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆ ଗ୍ରାମରେ ବୋମାମାଡ ହୋଇଛି। ଦୁଇ ପରିବାର ମଧ୍ୟରେ ଶତ୍ରୁତାରୁ ଏହି ବୋମାମାଡ ହୋଇଥିବା ଜଣାପଡିଛି। ବୋମାମାଡ ଫଳରେ ପରିବାରର ଗୋଟିଏ କାର ସମେତ ଘରର କବାଟ ଝରକା କ୍ଷତିଗ୍ରସ୍ତ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



