www.samajalive.in
Monday, December 8, 2025
20.1 C
Bhubaneswar

ସାଇବର ସୁରକ୍ଷା ରଥକୁ ସ୍ବାଗତ କଲେ ବିଧାୟକ

ବାସୁଦେବପୁର: ଆଜି ପୁର୍ବାହ୍ନରେ ତୄପ୍ତି ମହିଳା ମହାବିଦ୍ୟାଳୟ ମାର୍ଗରେ ସାଇବର ସୁରକ୍ଷା ରଥକୁ ପୂଜାର୍ଚ୍ଚନା କରି ସ୍ବାଗତ କଲେ ବିଧାୟକ ଅଶୋକ କୁମାର ଦାସ । ପରେ ଏହି ସାଇବର ସୁରକ୍ଷା ରଥ ସହିତ ପୁଲିସ ପ୍ରଶାସନ, ସମାଜସେବୀ, ବୁଦ୍ଧିଜିବୀମାନେ ସହର ପରିକ୍ରମା କରି ସଚେତନତା କରିଥିଲେ । ଏହି ଅବସରରେ ଟାଉନହଲ ଠାରେ ଏକ ସଭା ଆୟୋଜିତ ହୋଇଥିଲା ।  ବାସୁଦେବପୁର ଥାନାଧିକାରିଣୀ ଲୋପାମୁଦ୍ରା ନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଅଶୋକ କୁମାର ଦାସ, ପୌରାଧ୍ୟକ୍ଷା ନିବେଦିତା ବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ବାଳ,ବିଡ଼ିଓ ତନ୍ମିତା କର,ତହସିଲଦାର ପ୍ରିୟବ୍ରତ ଦାସ,ଆଡସିନାଲ ଏସପି ସମ୍ବିତ ମାଝି ,ଚାନ୍ଦବାଲି ଏସଡିପିଓ ତ୍ରିଲୋଚନ ସେଠି,ସଦର ଏସଡିପିଓ ବାସୁଦେବପୁର ବିଚିତ୍ରାନନ୍ଦ ସେଠି, ଜିଲ୍ଲା ସାଇବର ସୁରକ୍ଷାଧିକାରୀ ସଂଗ୍ରାମକେଶରୀ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ରହି ପ୍ରତିକ୍ରିୟା ରଖିଥିଲେ ।

 

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories