ସମାଜ ଲାଇଭ୍ ଡେସ୍କ : ବିହାର ନିର୍ବାଚନର ଦ୍ଵିତୀୟ ପର୍ଯ୍ୟଶୟ ନିର୍ବାଚନର ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି । ୨୦ ଜିଲାର ୧୨୨ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଛି । ସକାଳ ୯ଟା ସୁଦ୍ଧା ୧୪.୫୫% ମତଦାନ ହୋଇଥିବା ସୂଚନା ରହିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୬ଟି ମତଦାନ କେନ୍ଦ୍ରରେ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା ।



