ସମାଜ ଲାଇଭ୍ ଡେସ୍କ : ବୈଷୟିକ ତ୍ରୁଟି ପାଇଁ ଦିଲ୍ଲୀ ବିମାନବନ୍ଦରରେ ପ୍ରାୟ ୭୦୦ ବିମାନ ବିଳମ୍ବରେ ଉଡ଼ାଣ ଭରିଛନ୍ତି । ଏୟାର ଟ୍ରାଫିକ୍ ସିଷ୍ଟମରେ ବୈଷୟିକ ତ୍ରୁଟି ପାଇଁ ଏୟାର ଟ୍ରାଫିକ୍ କଣ୍ଟେ୍ରାଲକୁ ଫ୍ଲାଇଟ୍ ସିଡ୍ୟୁଲ୍ ମିଳୁନି । ଯେଉଁଥିପାଇଁ ବିମାନ ଗୁଡ଼ିକ ବିଳମ୍ବରେ ଉଡ଼ାର ଭରିଛନ୍ତି । ତ୍ରୁଟି ର ସମାଧାନ ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷ ମାନୁଆଲି ଫ୍ଲାଇଟ୍ ସିଡ୍ୟୁଲ୍ ପ୍ରସ୍ତୁତି ପାଇଁ ଉଦ୍ୟମ କରିଛନ୍ତି । ବିମାନ ଉଡ଼ାଣରେ ବିଳମ୍ବ ପାଇଁ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି ।
Popular Categories



