www.samajalive.in
Monday, December 8, 2025
27.1 C
Bhubaneswar

ହୋଟେଲରେ ଚଢାଉ: ୩୦ଜଣଙ୍କୁ ଉଠାଇ ନେଲା ପୁଲିସ

କଟକ: ସକାଳୁ ସକାଳୁ କଟକ ଶିଖରପୁର ଅଞ୍ଚଳରେ ଥିବା ଏକ ହୋଟେଲରେ ପୁଲିସର ଚଢାଉ । ଏନେଇ ହୋଟେଲ ଭିତରେ ଥିବା କିଛି ସନ୍ଦିଗ୍ଦ ଲୋକଙ୍କୁ ପଚରା ଉଚୁରା କରୁଛି ପୁଲିସ । ମିଳିଥିବା ସୂଚନା ଅନୁସାରେ ବାହାର ରାଜ୍ୟରୁ ୩୦ଜଣ ସନ୍ଦିଗ୍ଧ ହୋଟେଲରେ ଏକାଧିକ ରୁମ୍ ନେଇ ରହିଥିଲେ । କ୍ରିପ୍ଟୋ କରେନ୍ସି ନେଇ ପୁଲିସ ଚଢାଉ କରିଥିବା ସୂଚନା ମିଳିଛି ।

ସମସ୍ତ ଅଟକ ପଶ୍ଚିମବଙ୍ଗର ହୋଇଥିବା ଜଣାପଡିଛି। କାହିଁକି ଏଠାକୁ ଆସିଥିଲେ, ଏତେ ସଂଖ୍ୟାରେ ଆସିବା ପଛରେ କଣ ରହସ୍ୟ ରହିଛି ସେନେଇ ତଦନ୍ତ ଚାଲିଛି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories