www.samajalive.in
Friday, December 5, 2025
23.1 C
Bhubaneswar

ସୈାମ୍ୟଶ୍ରୀ ଆତ୍ମହୁତି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ବାଲେଶ୍ବର- ଏଫ୍‌ଏମ୍ ମହାବିଦ୍ୟାଳୟ ଛାତ୍ରୀ ସୈାମ୍ୟାଶ୍ରୀ ବିସି ମୃତ୍ୟୁ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜାମିନ ଦେଇଛି ଉଚ୍ଚ ନ୍ୟାୟାଳୟ । ସୈାମ୍ୟାଶ୍ରୀ ବିସି ଆତ୍ମହୁତି ମାମଲାରେ ମୋଟ ୪ଜଣଙ୍କୁ ଗିରଫ କରାଯାଇଥିଲା ।

ଏବିଭିପିର ଦୁଇ କାର୍ଯ୍ୟକର୍ତ୍ତା ଓ ଦୁଇଜଣ ଅଧ୍ୟାପକଙ୍କୁ ପୁଲିସ୍ ଗିରଫ କରିଥିଲା । ଆଜି ଉଚ୍ଚ ନ୍ୟାୟାଳୟ ଦୁଇ ଜଣ ଛାତ୍ର ତଥା ଏବିଭିପି କାର୍ଯ୍ୟକର୍ତ୍ତା ଜ୍ୟୋତିପ୍ରକାଶ ବିଶ୍ବାଳ ଓ ଶୁଭ୍ରସମ୍ବିତ ନାୟକଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛି ଉଚ୍ଚ ନ୍ୟାୟାଳୟ । ଘଟଣାର ମୂଖ୍ୟ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁ ଏବଂ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଜାମିନ ଖାରଜ କରିଛି ଉଚ୍ଚ ନ୍ୟାୟାଳୟ । ଏଥିସହ ସାନି ଜାମିନ ଆବେଦନ ପାଇଁ ନି​‌େ​‌ର୍ଦ୍ଦଶ ଦେଇଛି ଉଚ୍ଚ ନ୍ୟାୟାଳୟ ।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories