www.samajalive.in
Monday, December 8, 2025
27.1 C
Bhubaneswar

ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ଆଫଗାନିସ୍ତାନର ୩କ୍ରିକେଟର ମୃତ

ସମାଜ ଡିଜିଟାଲ ଡେସ୍କ: ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ । ଏଥିରେ ଆଫଗାନିସ୍ତାନର ୩ଜଣ କ୍ରିକେଟରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ଦିନ ଆଫଗାନିସ୍ତାନର ପକତିକା ପ୍ରୋଭିନ୍ସରେ ଏୟାରଷ୍ଟ୍ରାଇକ କରିଥିଲା ପାକିସ୍ତାନ । ଏଥିରେ ୩ଜଣ ଘରୋଇ କ୍ରିକେଟରଙ୍କ ମୃତ୍ୟୁ ହୋଇଥିବା କହିଛି ଆଫଗାନ କ୍ରିକେଟ ବୋର୍ଡ । ଏୟାରଷ୍ଟ୍ରାଇକରେ ୮ଜଣଙ୍କ ମୃତ୍ୟୁ ହୋଇଥିଲା । ଏମାନଙ୍କ ଭିତରେ ୩ଜଣ କ୍ରିକେଟର ଥିଲେ । ତିନି ଜଣ କ୍ରିକେଟର ହେଲେ କବିର, ଶିଭାତୁଲ୍ଲା ଓ ହାରୋନ ।

ପାକିସ୍ତାନର ଏଭଳି ଆକ୍ରମଣକୁ ନିନ୍ଦା କରିଛି ଆଫଗାନିସ୍ତାନ । ଏହାକୁ ପାକିସ୍ତାନର ଭୀରୁତା ଓ ବର୍ବରତା କୁହାଯାଇଛି । ଏହି ଆକ୍ରମଣ ଯୋଗୁ ଟ୍ରାଇ ସିରିଜରୁ ଓହରିଛି ଆଫଗାନ୍‌ କ୍ରିକେଟ ବୋର୍ଡ । ନଭେମ୍ବରରେ ପାକିସ୍ତାନ, ଶ୍ରୀଲଙ୍କା ଓ ଆଫଗାନକୁ ନେଇ ଟ୍ରାଇ ସିରିଜ ହେବାର ଥିଲା ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories