www.samajalive.in
Friday, December 5, 2025
23.1 C
Bhubaneswar

ନୂଆପଡ଼ା ସହରରେ ବିଶାଳ ରୋଡ୍‌ ଶୋ’

ସମାଜ ଡିଜିଟାଲ ଡେସ୍କ: ନୂଆପଡ଼ା ସହରରେ ଶୁକ୍ରବାର ଦିଫାଇନ କଳାହାଣ୍ଡି ପକ୍ଷରୁ ଏକ ବିଶାଳ ରୋଡ ଶୋ’ କରାଯାଇଥିଲା। ଏଥିରେ ସଂଗଠନର ସଂସ୍ଥାପକ ମଧୁ ମହାନ୍ତି ଯୋଗ ଦେଇଥିଲେ। ଏହି ରୋଡ ଶୋ’ ଖରିଆର ରୋଡ ଶଙ୍କର ମନ୍ଦିରରୁ ବାହାରି ନୂଆପଡା ସହରରେ ପ୍ରବେଶ କରିଥିଲା। ନୂଆପଡ଼ା ସହର ପରିକ୍ରମା କରି ଇରିଗେଶନ କଲୋନୀ ଛକରେ ମଧୁ ମହାନ୍ତି ଜନ ସାଧାରଣଙ୍କୁ ସମ୍ବୋଧିତ କରିଥିଲେ।

ଏହି ଅବସରରେ ମଧୁ ମହାନ୍ତି ନିଜ ପ୍ରତିକ୍ରିୟାରେ କହିଥିଲେ, ସେ ଏଠାକୁ ଶକ୍ତି ପ୍ରଦର୍ଶନ କରିବାକୁ ଆସିନାହାନ୍ତି। ତାଙ୍କୁ ଯୁବକମାନେ ଭଲ ପାଆନ୍ତି, ତେଣୁ ତାଙ୍କ ଶୋଭାଯାତ୍ରାରେ ସାମିଲ ହୁଅନ୍ତି। ଉପନିର୍ବାଚନରେ ଡିଫାଇନ କଳାହାଣ୍ଡି ନିଜର ପ୍ରାର୍ଥୀ ଦେବ କି ବୋଲି ପ୍ରଶ୍ନର ଉତ୍ତରରେ ମଧୁ କହିଥିଲେ, ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଆକଳନ ଚାଲିଛି। ଆଜି ସନ୍ଧ୍ୟା ସୁଦ୍ଧା ନିଷ୍ପତ୍ତି ନିଆଯିବ। ଏହି ରୋଡ ଶୋ’ରେ ୧୫୦୦ରୁ ଅଧିକ ବାଇକ୍ ଓ ୪୦/୫୦ଟି କାର୍ ସାମିଲ ହୋଇଥିଲା।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories