www.samajalive.in
Monday, December 8, 2025
20.1 C
Bhubaneswar

ସାର ବସ୍ତା ବୋହିନେଲେ ଚାଷୀ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ସାର ପାଇଁ ଚାଷୀ ହନ୍ତସନ୍ତ ହେଉଛନ୍ତି । ଏହାରି ଭିତରେ ଦିଗପହଣ୍ଡିରୁ ଆସିଛି ବଡ ଖବର । ପୁଲିସ ଉପସ୍ଥିତିରେ ଚାଷୀମାନେ ସାର ବସ୍ତା ବୋହି ନେଇଛନ୍ତି । ମଉଳାଭଣଜା ସେବା ସମବାୟ ସମିତିରୁ ସାର ବସ୍ତା ବୋହି ନେଇଥିବା ସୂଚନା ମିଳିଛି । ମଙ୍ଗଳବାର ମଉଳାଭଣଜା ସେବା ସମବାୟ ସମିତି ଆଗରେ ସାର ପାଇଁ ଚାଷୀମାନେ ଲମ୍ବା ଲାଇନରେ ଛିଡା ହୋଇଥିଲେ । ହେଲେ କିଛି ଚାଷୀମାନେ ସମବାୟ ସମ୍ପାଦକଙ୍କୁ ଘେରି ସାରା ବସ୍ତା ସବୁ ବୋହି ନେଇଛନ୍ତି । ସାର ମିଳୁନଥିବାରୁ ଆଜି ସକାଳେ ପ୍ରଥମେ ଏନ୍‍ଏଚ୍‍ ଅବରୋଧ କରିଥିଲେ ଚାଷୀ ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories