www.samajalive.in
Monday, December 8, 2025
17.1 C
Bhubaneswar

କାଠୁଆରେ ବାଦଲଫଟା ବର୍ଷା; ୭ ମୃତ

ଶ୍ରୀନଗର : ଜମ୍ମୁ-କାଶ୍ମୀରର କାଠୁଆରେ ରବିବାର ସକାଳେ ବାଦଲଫଟା ବର୍ଷା କାରଣରୁ ଅଘଟଣ ଘଟି ଏଯାଏଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୫ ଜଣ ନାବାଳକ ନାବାଳିକା ମଧ୍ୟ ଅଛନ୍ତି। ୧୭ ଅଗଷ୍ଟ ସକାଳେ ଜମ୍ମୁ ଓ କାଶ୍ମୀରର କାଠୁଆରେ ବାଦଲ ଫଟା ବର୍ଷା ପରେ ସମଗ୍ର ଅଞ୍ଚଳ ପାଣିରେ ବୁଡ଼ି ଯାଇଥିଲା। ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଜମ୍ମୁ-ପଠାନକୋଟ୍‌ ରାଜମାର୍ଗର ଅଂଶ ବିଚ୍ଛିନ୍ନ ହୋଇଯାଇଛି, ରେଳ ଧାରଣା ଗୁଡିକ ପାଣିରେ ବୁଡି ରହିଛି। ଘାଟି ଓ ଜଙ୍ଗଲୋଟ ସକାଳେ ପ୍ରବଳ ବର୍ଷା କାରଣରୁ ଘର ଗୁଡିକ ପାଣିରେ ବୁଡି ରହିଛି । ପୁଲିସ କହିଛି ଯେ, କାଠୁଆ ପୁଲିସ ଷ୍ଟେସନ ଓ ଅନ୍ୟ ଅଟ୍ଟାଳିକା ପାଣିରେ ବୁଡି ରହିଛି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅନେକ ଲୋକେ ଏବେ ମଧ୍ୟ ଫସି ରହିଛନ୍ତି ।

ବୁଧ ଚଳନ ; ଅଗଷ୍ଟ ୩୦ରୁ ଏହି ୫ ରାଶି ହେବେ ମାଲାମାଲ୍‌, ମିଳିବ ଏସବୁ ସଫଳତା

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories