www.samajalive.in
Friday, December 5, 2025
27.1 C
Bhubaneswar

ଜୁଲାଇରେ ଗ୍ରହଙ୍କ ମହାଚଳନ .. ଏହି ରାଶିଙ୍କ ପାଇଁ ଆସୁଛି ବଡ ଖୁସି; ମିଳିବ ଖାଲି ସଫଳତା, ଚାକିରି, କିଣିବେ ଘର,ଗାଡି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୁଲାଇ ମାସ ଗ୍ରହଙ୍କ ଚଳନ ଦୃଷ୍ଟିରୁ ଖୁବ୍‌ ଖାସ୍‌ ହେବାକୁ ଯାଉଛି । ୯ ଜୁଲାଇରେ ଗୁରୁ ବୃହସ୍ପତି ମିଥୁନ ରାଶିରେ ଉଦୟ ହେବେ । ୧୩ ଜୁଲାଇରେ ଶନି ଦେବ ମୀନ ରାଶିରେ ଓଲଟା ଚଳନ କରିବେ । ୧୬ ଜୁଲାଇରେ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କରିବେ । ୧୮ ଜୁଲାଇରେ ବୁଧ ଗ୍ରହ କର୍କଟ ରାଶିରେ ଓଲଟା ଚଳନ କରିବେ । ୨୪ ଜୁଲାଇରେ ବୁଧ କର୍କଟ ରାଶିରେ ଅସ୍ତ ହେବେ । ୨୬ ଜୁଲାଇରେ ଶୁକ୍ର ମିଥୁନ ରାଶିରେ ପ୍ରବେଶ କରିବେ । ୨୮ ଜୁଲାଇରେ ମଙ୍ଗଳ କନ୍ୟା ରାଶିରେ ଚଳନ କରିବେ । ଏହି ଚଳନ ଫଳରେ କେଉଁ କେଉଁ ରାଶି ବ୍ୟକ୍ତି ବିଶେଷ ଭାଗ୍ୟବାନ୍‌ ହେବେ ଜାଣନ୍ତୁ..

ମେଷ- ଏହି ରାଶିଙ୍କୁ ସକରାତ୍ମକ ଫଳ ମିଳିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ସମ୍ମାନ ବୃଦ୍ଧି ହେବ । ଆତ୍ମବିଶ୍ୱାସ ଓ ସଠିକ୍‌ ନିଷ୍ପତ୍ତି ଦ୍ୱାରା କାମ ପୂରଣ ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ବୈବାହିକ ଜୀବନ ସୁଖମୟ ହେବ । ନୂଆ ଚାକିରିିର ମଧ୍ୟ ଯୋଗ ରହିଛି ।

- Advertisement -

ବୃଷ- ଦୁଃଖ ଦୂର ହେବ । ଅଟକି ଥିବା କାମରେ ସଫଳତା ମିଳିବ । ନୂଆ ଦାୟିତ୍ୱ ମିଳିବ । ପରିଶ୍ରମର ଫଳ ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । ଅଟକି ଥିବା ଧନ ପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କନ୍ୟା- ଭାଗ୍ୟ ଚମକିବ । ମାନ-ସମ୍ମାନ ବୃଦ୍ଧି ହେବ । ନୂଆ ଘର, ଗାଡି କିଣିବାର ଯୋଗ ରହିଛି । ବ୍ୟବସାୟରେ ବଡ ଲାଭ ମିଳିବ । ଚାକିରିରେ ସଫଳତା ମିଳିବ ।

ବିଛା- ଉନ୍ନତି ହେବ । ପରିଶ୍ରମର ଫଳ ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ସମ୍ପର୍କରେ ମଧୁରତା ରହିବ । ପୁରୁଣା ସମସ୍ୟା ଦୂର ହେବ ।

କୁମ୍ଭ- ଶୁଭ ଖବର ମିଳିବ । ପରିଶ୍ରମ କରି ସଫଳତା ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦେଶ ଯାତ୍ରାର ଯୋଗ ରହିଛି । ସନ୍ତାନ ସୁଖ ମିଳିବ । ଏକାଗ୍ରତା ବୃଦ୍ଧି ପାଇବ ।

ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ଯୁଗ୍ମ ନିର୍ଦ୍ଦେଶକ

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories