ଭୁବନେଶ୍ଵର: ଭୁବନେଶ୍ଵର ୟୁନିଟ୍ ୧ ହାଟରେ ବୁଧବାର କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ଚଢାଉ କରିଛି। ଗୁଟ୍ଖା ଓ ମାଦକ ଦ୍ରବ୍ୟର ଚୋରା କାରବାର ନେଇ ଏହି ଚଢାଉ କରାଯାଇଛି। ଡ୍ରଗ୍ସ ଇନ୍ସପେକ୍ଟର ଓ କ୍ରାଇମବ୍ରାଞ୍ଚ ଏସଟିଏଫ ମିଳିତ ଭାବେ ଏହି ଚଢାଉ କରିଥିବା ଜଣାପଡ଼ିଛି।
Popular Categories



