www.samajalive.in
Monday, December 8, 2025
27.1 C
Bhubaneswar

କବାଟ ତାଡି ୨୦ଭରି ସୁନା ଲୁଟିନେଲେ

ସମାଜ ଡିଜିଟାଲ ଡେସ୍କ: ରାୟଗଡା ଟାଉନ ଥାନା ନିୟୁ କଲୋନୀରେ ରହୁଥିବା ବ୍ୟବସାୟୀ ସୁବ୍ରତ ପତିଙ୍କ ଘରୁ ଲୁଟ୍‍ ହୋଇଛି । ବିଳମ୍ବିତ ରାତିରେ ଘରର କବାଟ ତାଡି ନଗଦ ୧୦ଲକ୍ଷ ଟଙ୍କା ସହିତ ୨୦ଭଳି ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁବୃର୍ତ୍ତ । ରାତିରେ ଶୋଇଥିବା ବେଳେ ଘରର କବାଟ ଗ୍ରୀଲ୍‍ ଭାଙ୍ଗି ୧୦ଲକ୍ଷ ଟଙ୍କା, ୨୦ଭରି ସୁନା ଓ ୨କେଜି ରୂପା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ରାୟଗଡା ଟାଉନ ଥାନା ପୁଲିସ, ସାଇଣ୍ଟିଫିକ୍‍ ଟିମ୍‍ ଏବଂ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories