www.samajalive.in
Tuesday, December 9, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ ; ‘ରଖେ ହରି ତ ମାରେ କିଏ’, ୨୨ ଚକିଆ ଟ୍ରକ୍‌ ଚକା ତଳକୁ ସ୍କୁଟି ସହ ପଡିଗଲେ ବ୍ୟକ୍ତି, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ସଡକ ଦୁର୍ଘଟଣାର ଅନେକ ଛାତିଥରା ଭିଡିଓ ଭାଇରାଲ୍‌ ହୋଇଥାଏ । ଯାହା ଆଶ୍ଚର୍ଯ୍ୟଚକିତ ସହ ଭୟଭୀତ ମଧ୍ୟ କରିଥାଏ। ନିକଟରେ ସଡକ ଦୁର୍ଘଟଣାର ଭାଇରାଲ୍‌ ହେଉଥିବା ଏକ ଭିଡିଓ ସଭିଁଙ୍କ ହୋସ୍‌ ଉଡାଇ ଦେଇଛି । ଭିଡିଓଟିକୁ ଦେଖିଲେ ଭୟରେ ଛାତି ଥରି ଉଠିବ । ଭିଡିଓରେ ଏମିତି କିଛି ଦେଖିବାକୁ ମିଳିଛି, ଯାହା ଭଗବାନଙ୍କ ଚତ୍ମକାର ବୋଲି କୁହାଯାଉଛି । ଭିଡିଓରେ ଦେଖିପାରିବେ, ଜଣେ ସ୍କୁଟି ଆରୋହୀ ହଠାତ୍‌ ଏକ ୨୨ ଚକିଆ ଟ୍ରକ୍‌ ଚକା ତଳେ ଆସି ଯାଇଛନ୍ତି । ମାତ୍ର ସେ ସାମାନ୍ୟ ଆହତ ମଧ୍ୟ ହୋଇ ନାହାଁନ୍ତି । ଟ୍ରକ୍‌ଟି ରାଜପଥ ଉପରେ ଯାଉଥିବା ଦେଖିପାରିବେ । ରାସ୍ତାର ବୁଲାଣି ନିକଟରେ ଜଣେ ଯୁବତୀ ଠିଆ ହୋଇଛନ୍ତି । ସେ ଗାଡିଟି ଯାଉଥିବା ଦେଖୁଛନ୍ତି।

- Advertisement -

ମାତ୍ର ସେହି ସମୟରେ ଜଣେ ସ୍କୁଟି ଆରୋହୀ ହଠାତ୍‌ ଟ୍ରକ୍‌ର ଅତି ନିକଟତର ହୋଇ ଯାଉଛନ୍ତି । ସେହି ସମୟରେ ସ୍କୁଟିଟି ଖସି ଯାଉଛି । ବ୍ୟକ୍ତି ଜଣକ ଟ୍ରକ୍‌ ଚକା ତଳକୁ ପଳାଉଛନ୍ତି । ସେହି ସମୟରେ ଦୃଶ୍ୟ ଦେଖିଲେ ଭୟଭୀତ ଲାଗିବା ସାଧରଣ କଥା । ସୌଭାଗ୍ୟବଶତଃ ସେ ସୁରକ୍ଷିତ ଥିବା ଦେଖାଯାଇଛି । ଟ୍ରକ୍‌ର ପ୍ରତ୍ୟେକ ଚକା ତାଙ୍କ ମୁଣ୍ଡକୁ ସାମାନ୍ୟ ଛୁଇଁ ପଳାଇଥିଲା । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

୧୨ ବର୍ଷ ପରେ ଦୁର୍ଲ୍ଲଭ ସଂଯୋଗ, ଏକାଠି ହେବେ ବୁଧ,ଗୁରୁ ଓ ସୂର୍ଯ୍ୟ, ଏହି ରାଶିଙ୍କ ପାଇଁ ଖୋଲିବେ ଧନର ଦ୍ୱାର, ହେବ ବିବାହ, ଅଟକି ରହବିନି କିଛି କାମ..

ଆଶ୍ୱସ୍ତି ସହ ଖୁସି ଖବର; କମିଲା ସୁନା, ଜାଣନ୍ତୁ କେତେ ଅଛି ଦାମ୍‌

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories