www.samajalive.in
Friday, December 5, 2025
27.1 C
Bhubaneswar

୫୦୦ ବର୍ଷ ପରେ ଗ୍ରହଙ୍କ ମହାସଂଯୋଗ: ଏହି ୩ ରାଶିଙ୍କ ପାଇଁ ଆସିଗଲା ସବୁଠାରୁ ଶୁଭ ସମୟ, ଧନର ହେବ ବର୍ଷା, ହେବ ବିବାହ, କିଣିବେ ଘର,ଗାଡି..

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ହେବା ଏକ ନିୟମିତ ପ୍ରକ୍ରିୟା । ଗ୍ରହ ସମୟାନୁସାରେ ସିଧା ଓ ଓଲଟା ଚଳନ କରି ଥାନ୍ତି । ଉଦୟ ଓ ଅସ୍ତ ମଧ୍ୟ ହୁଅନ୍ତି । ଏହି ଚଳନ ଫଳରେ ସମସ୍ତ ରାଶିରେ ଭିନ୍ନ ଭିନ୍ନ ପ୍ରଭାବ ପକାଇଥାଏ । ଏବେ ଦୀର୍ଘ ୫୦୦ ବର୍ଷ ପରେ ଏଭଳି ଏକ ମହାସଂଯୋଗ ହେବାକୁ ଯାଉଛି, ଯାହା ଭାଗ୍ୟରେ ଶୁଭ ପରିବର୍ତ୍ତନ କରିଥାଏ । ଜୁଲାଇ ମାସରେ ଗୁରୁ ଗ୍ରହ ଉଦୟ ହେବେ । ଶନି ୧୩ ଜୁଲାଇରେ ମୀନ ରାଶିରେ ଓଲଟା ଚଳନ କରିବେ । ତେବେ ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିଲେ ମଧ୍ୟ ଏହି ରାଶିଙ୍କ ଭାଗ୍ୟ ବଦଳିଯିବ ।

ବୃଷ- ଅନେକ ପରୀକ୍ଷାରେ ସଫଳତା ମିଳିବ । ଟଙ୍କା ନିବେଶ ପାଇଁ ଶୁଭ ସମୟ ରହିଛି । ଦରମା ବୃଦ୍ଧି ହେବ । ଆୟର ନୂଆ ନୂଆ ସ୍ରୋତ ସାମ୍ନାକୁ ଆସିବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

- Advertisement -

ମିଥୁନ- ଆତ୍ମବିଶ୍ୱାସ ବୃଦ୍ଧି ହେବ । ଚାକିରିରେ ଶୁଭ ଖବର ମିଳିବ । ନୂଆ ଚାକିରି ଇଚ୍ଛା ଥିଲେ, ତାହା ପୂରଣ ହେବ । ନୂଆ କାମ ଆରମ୍ଭ କରିବାର ଯୋଗ ରହିଛି । ପରିବାର ସଦସ୍ୟଙ୍କ ସହ ଯାତ୍ରାର ଯୋଗ ରହିଛି । ଘରେ ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି ।

ଧନୁ- ଏହି ରାଶିଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ଭୂମି, ଯାନ, ଘର କିଣିବାରେ ସଫଳତା ମିଳିବ । ବ୍ୟବସାୟରେ ଲାଭ ମିଳିବା ସହ ଏହା ବଢି ଚାଲିବ । ଧନ-ସମ୍ପତ୍ତି ବୃଦ୍ଧି ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ପୁରୁଣା ନିବେଶରୁ ଲାଭବାନ୍‌ ହେବେ ।

ଅଗଷ୍ଟ ୧ରୁ ବଡ ପରିବର୍ତ୍ତନ ; ବଦଳିବ ୟୁପିଆଇର ଏସବୁ ନିୟମ..

 

 

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories