ନୂଆଦିଲ୍ଲୀ : ପୁଲୱାମାରେ ବିସ୍ଫୋରଣ ଘଟଣା ଦେଶବାସୀଙ୍କ ମନରେ କ୍ରୋଧ ଓ ପ୍ରତିଶୋତର ବର୍ଣ୍ଣି ଜଳୁଥିବା ବେଳେ ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରତିବାଦରେ ଆସନ୍ତା ୧୮ ତାରିଖରେ ଦେଶର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଅଖିଳ ଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଆହ୍ବାନ ଦିଆଯାଇଛି । ଏହି ବନ୍ଦ ଜରିଆରେ ପାକିସ୍ତାନ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ସଂଘ ପକ୍ଷରୁ ଦାବି କରାଯାଇଛି ।
Popular Categories



