www.samajalive.in
Tuesday, December 9, 2025
17.1 C
Bhubaneswar

ଲକ୍ଷାଧିକ ଟଙ୍କାର ମଦ ଜବତ : ୪ ଗିରଫ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ସୋର ଅବଜାରୀ ବିଭାଗ ପକ୍ଷରୁ ସିମୁଳିଆ ଅଞ୍ଚଳର ସୁଙ୍ଗୁଡା, ଅଟା ଓ ଝାଟିଆମାଳରେ ଚଡଉ କରି ଅବକାରୀ ବିଭାଗ ଲକ୍ଷାଧିକ ଟଙ୍କାର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି । ଅବକାରୀ ବିଭାଗ ପକ୍ଷରୁ ସିମୁଳିଆ ଝାଟିଆମାଳରୁ ଶରତ ଗାହାଣ, ସୁଙ୍ଗୁଡାରୁ ନରେଳ ଘଡିଆ,ବରି ଅଞ୍ଚଳରୁ ଶରତ ପରିଡା, ବରି ମହାରଣା ଓ କୋଇଲି ଶିଅଳ ଠାରୁ ଲକ୍ଷାଧିକ ଟଙ୍କାର ଦେଶୀ ଓ ବିଦେଶୀ ମଦ ଜବତ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।  ବାଲେଶ୍ଵର ସଦର ଅତିରିକ୍ତ ତହସିଲଦାର ଶତ୍ରୁଘନ ସେଠି ଚଢାଉରେ ସମୟରେ ମାଜିଷ୍ଟ୍ରେଟ୍ ଭାବେ ଅଂଶ ଗ୍ରହଣ କରିଥିେଲ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories