www.samajalive.in
Monday, December 8, 2025
27.1 C
Bhubaneswar

ଭୋଡାଫୋନ ଲଞ୍ଚ କଲା ୧୧୯ଟଙ୍କାର ପ୍ଳାନ

ନୂଆଦିଲ୍ଲୀ : ଭୋଡାଫୋନ ଇଣ୍ଡିଆ ତାର ଗ୍ରାହକ ମାନଙ୍କ ପାଇଁ ନୂଆ ଶସ୍ତା ପ୍ରି-ପେଡ ପ୍ଳାନ ଲଞ୍ଚ କରିଛି। ଏହି ନୂଆ ପ୍ଳାନରେ ୧୧୯ଟଙ୍କାରେ ୨୮ ଦିନର ବୈଧତା ସହିତ ଅନଲିମିଟେଡ କଲିଙ୍ଗର ସୁବିଧା ପାଇପାରିବେ। ଭୋଡାଫୋନର ଏହି ପ୍ଳାନରେ ପ୍ରତିଦିନ ୧ଜିବି ଡାଟା ମିଳିବ। ଏହି ପ୍ଳାନରେ ମେସେଜର କୌଣସି ସୁବିଧା ଦିଆଯାଇନାହିଁ। ଏହି ପ୍ଳାନ କିଛିଦିନତଳେ ଲଞ୍ଚ ହୋଇଥିବା ୧୬୯ଟଙ୍କାର ପ୍ଳାନ ଭଳି। ଏହି ପ୍ଳାନକୁ ଭୋଡାଫୋନର ସାଇଟରେ ଦେଖିପାରିବେ।

courtesy-irishexaminer.com

କହିରଖୁଛୁ କିଛିଦିନତଳେ ଏୟାରଟେଲ ମଧ୍ୟ ୧୬୯ଟଙ୍କାର ଏକ ପ୍ଳାନ ଲଞ୍ଚ କରିଥିଲା। ଏହି ପ୍ଳାନରେ ୨୮ଦିନ ପର୍ଯ୍ୟନ୍ତ ପ୍ରତିଦିନ ୧ଜିବି ୨ଜି/୩ଜି/୪ଜି ଡାଟା ମଳିଥାଏ। ଏହାସହିତ ୧୦୦ମେସେଜ ଏବଂ ଅନଲିମିଟେଡ କଲିଙ୍ଗର ସୁବିଧା ରହିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories