www.samajalive.in
Monday, December 8, 2025
27.1 C
Bhubaneswar

ବିଏସ୍‍ଏନ୍‍ଲର ନୂଆ ପ୍ଲାନ, ପ୍ରତିଦିନ ମିଳିବ ୪୦ଜିବି ଡାଟା

ନୂଆଦିଲ୍ଲୀ : ଭାରତୀୟ ସଂଚାର ନିଗମ ଲିମିଟେଡ (ବିଏସ୍‍ଏନ୍‍ଏଲ) ତାର ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ବ୍ରଡ-ବ୍ୟାଣ୍ଡ ପ୍ଲାନ ଲଞ୍ଚ୍‍ କରିଛି। ବିଏସ୍‍ଏନ୍‍ଏଲର ଏହି ପ୍ଲାନରେ ୧୦୦ଏମ୍ବିପିଏସ୍‍ ସ୍ପିଡରେ ପ୍ରତିଦିନ ୪୦ଜିବି ଡାଟା ମିଳିବ। ଏହି ପ୍ଲାନର ମୂଲ୍ୟ ୨,୪୯୯ଟଙ୍କା। ଏହି ପ୍ଲାନରେ କମ୍ପାନୀ ତରଫରୁ କ୍ୟାସବ୍ୟାକ୍‍ ମଧ୍ୟ ମିଳିବ। ଏହି ପ୍ଲାନରେ ୧ଜିବି ଷ୍ଟୋରେଜ ସହିତ ଫ୍ରି-ଇମେଲ ଆଇଡି ଏବଂ ଅନଲିମିଟେଡ୍‍ କଲିଙ୍ଗ ମିଳିବ। ଯାହାର ବୈଧତା ୧ମାସ।

courtesy-zee business

ସେହିପରି ସୂଚନା ଅନୁସାରେ ବିଏସ୍‍ଏନଏଲର ୨୪୯୯ଟଙ୍କାର ପ୍ଳାନ ବ୍ୟତୀତ କମ୍ପାନୀ ୭୭୭ଟଙ୍କା, ୧୨୭୭ଟଙ୍କା ଏବଂ ୩,୯୯୯ଟଙ୍କାର ପ୍ଳାନ ମଧ୍ୟ ଆଣିଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories