www.samajalive.in
Monday, December 8, 2025
27.1 C
Bhubaneswar

ଆଇପିଏଲ ୨୦୨୫ ପାଇଁ ଅଧିନାୟକ ଘୋଷଣା କଲା ଆରସିବି

ବେଙ୍ଗାଲୁରୁ: ଆଗାମୀ ଆଇପିଏଲ ସଂସ୍କରଣ ପାଇଁ ନୂଆ ଅଧିନାୟକ ଘୋଷଣା କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)। ଗୁରୁବାର ଆରସିବି କହିଛି ଯେ, ରଜତ ପାଟିଦାର ଦଳର ନୂଆ ଅଧିନାୟକ ହେବେ ଏବଂ ତାଙ୍କ ନେତୃତ୍ଵରେ ଟିମ୍‌ ଏହାର ପ୍ରଥମ ଟାଇଟଲ ହାତେଇବା ଅଭିମୁଖେ ଅଗ୍ରସର ହେବ। ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ମଧ୍ୟ ଅଧିନାୟକ ଦୌଡ଼ରେ ଥିଲେ, କିନ୍ତୁ ଦଳ ପରିଚାଳନା କମିଟି ପାଟିଦାରଙ୍କ ନାଁ ଘୋଷଣା କରିଛି। ପାଟିଦାର ୨୦୨୧ ମସିହାରୁ ଆରସିବି ସହ ଜଡ଼ିତ ଏବଂ ଟିମ୍‌ର ଅଷ୍ଟମ ଅଧିନାୟକ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories