www.samajalive.in
Monday, December 8, 2025
17.1 C
Bhubaneswar

ସେଲ୍‌‌ଫି ହେଲା କାଳ, ଜଲାପୁଟ ଡ୍ୟାମରେ ବୁଡ଼ି ୨ ଯୁବକ ନିଖୋଜ

ଲମତାପୁଟ: ସେଲ୍‌‌ଫି ହେଲା କାଳ, ଡ୍ୟାମରେ ବୁଡ଼ି ୨ ନିଖୋଜ ହୋଇଥିବା ସୂଚନା ମିଳିଛି। ଜଲାପୁଟ ଡ୍ୟାମ ତଳପାଶ୍ୱର୍ରେ ଡଙ୍ଗାରେ ଚଢ଼ି ସେଲଫି ନେବାବେଳେ ଉଭୟ ଖସି ଯାଇଥିଲେ। ଡଙ୍ଗାରୁ ଖସି ଯିବା ପରେ ଉଭୟ ଯୁବକ ଡ୍ୟାମର ଗଭୀର ଜଳରାଶିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ୨ଜଣ ଯୁବକ ଡଙ୍ଗାରୁ ଖସିଯାଇ ଡ୍ୟାମରେ ବୁଡ଼ି ଯାଇଥିବା ଜାଣିବା ପରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି। ତେବେ ଡ୍ୟାମରେ ବୁଡ଼ିଯାଇ ନିଖୋଜ ହୋଇଥିବା ୨ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories